କୋକୁଆ
ଦେଖଣା
କୋକୁଆ —
ଉଚ୍ଚାରଣ: Kokuā
ଦେ. ବି. —
୧: ଅଦୃଷ୍ଟ କାଳ୍ପନିକ ଭୟଜନକ ଜୀବବିଶେଷ, ୟାହା ଭୟରେ କୌଣସି ଅଞ୍ଚଳର ସମସ୍ତ ଲୋକେ ଅସ୍ଥିର ହୁଅନ୍ତି —An imaginary frightful creature, the fear of which infests a whole people.
ହାରକା ଭୂବନେ ହେଲା କୋକିଆର ଭୟ ସାରଳା. ମହାଭାରତ
୨: ଭୟଙ୍କର କାଳ୍ପନିକ ଜୀବ — ୨. A fierce imaginary being.
ଅଦଭୁତେ ଶୁଭିଲା ଯେ ଅଇଲା କୋକୁଆ ସାରଳା. ମହାଭାରତ
ପ୍ରାଦେ. (ପୁରୀ ଜିଲ୍ଲା) ବି —
ନଡ଼ିଆପତ୍ରରେ ବୁଣା ଯାଇଥିବା ଏକପ୍ରକାର ମୁଣି —A bag made of cocoanut-leaves woven together.
[ଦ୍ର—ଏଥିରେ ସାରୁ, କଦଳୀ, ଆଳୁ ଆଦି ପୁରାଇ ବାହୁଙ୍ଗୀର ଦୁଇ ମୁଣ୍ଡରେ ଝୁଲାଇ ଭାରରୂପେ ବୁହାଯାଏ]