କୋକୁଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋକୁଆ
ଉଚ୍ଚାରଣ: Kokuā

ଦେ. ବି. —

୧: ଅଦୃଷ୍ଟ କାଳ୍ପନିକ ଭୟଜନକ ଜୀବବିଶେଷ, ୟାହା ଭୟରେ କୌଣସି ଅଞ୍ଚଳର ସମସ୍ତ ଲୋକେ ଅସ୍ଥିର ହୁଅନ୍ତି —An imaginary frightful creature, the fear of which infests a whole people.

ହାରକା ଭୂବନେ ହେଲା କୋକିଆର ଭୟ ସାରଳା. ମହାଭାରତ

୨: ଭୟଙ୍କର କାଳ୍ପନିକ ଜୀବ — ୨. A fierce imaginary being.

ଅଦଭୁତେ ଶୁଭିଲା ଯେ ଅଇଲା କୋକୁଆ ସାରଳା. ମହାଭାରତ

ପ୍ରାଦେ. (ପୁରୀ ଜିଲ୍ଲା) ବି —

ନଡ଼ିଆପତ୍ରରେ ବୁଣା ଯାଇଥିବା ଏକପ୍ରକାର ମୁଣି —A bag made of cocoanut-leaves woven together.

[ଦ୍ର—ଏଥିରେ ସାରୁ, କଦଳୀ, ଆଳୁ ଆଦି ପୁରାଇ ବାହୁଙ୍ଗୀର ଦୁଇ ମୁଣ୍ଡରେ ଝୁଲାଇ ଭାରରୂପେ ବୁହାଯାଏ]