କୋକେଇ
ଦେଖଣା
କୋକେଇ —
ଉଚ୍ଚାରଣ: Kokei
अरथी; टीकटी
ଦେ. ବି —
ଶବକୁ ଶ୍ମଶାନ ବୋହିନେବା ନିମନ୍ତେ ତିଆରି କରାଯିବା ଏକପ୍ରକାର ନିଶୁଣି — A ladder-like contrivance to carry the dead body to the cremation-ground.
ନେବ ଯେବେ ମୋତେ କୋକେଇରେ କାଢ଼ି—ରାଧାନାଥ. ଦରବାର
[ଦ୍ର—ବଡ଼ ବଡ଼ ଦୁଇ ଖଣ୍ଡି ବାଉଁଶ ଉପରେ ଚାରି ଖଣ୍ଡି ଛୋଟ ବାଉଁଶ ଆଡ଼ବାଗରେ ପାଳଦଉଡ଼ିରେ ବାନ୍ଧ କୋକେଇ ତିଆରି କରନ୍ତି; ଏଥିରେ ବଡ଼ ସାନ ୬: ଖଣ୍ଡ ବାଉଁଶ ଲାଗିଥାଏ]