କୋଙ୍କଡ଼ାଇ ଧରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଙ୍କଡ଼ାଇ ଧରିବା
ଉଚ୍ଚାରଣ: Koṅkaṟḍ̠āi dharibā

ପ୍ରାଦେ. (ବାଲେଶ୍ବର) (ସଂ. କୁଞ୍ଚିତ) —

ହାତ ଆଙ୍ଗୁଠିକୁ ସଂକୁଚିତ କରି ଆଙ୍କୁଶା ଭଳି କୌଣସି ପଦାର୍ଥକୁ ଜାବୁଡ଼ି ଧରିବା ବା କାମୁଡ଼ି ଧରିବା; ଆଙ୍କୁଶେଇ ଧରିବା —To catch or hold a thing tightly with hooked fingers,