କୋଚଟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଚଟ
ଉଚ୍ଚାରଣ: Kochaṭa

ଦେ. ବିଣ —

୧: କୃପଣ; କଞ୍ଜସ —୧. Miserly.

୨: ଚେମଡ଼ା —୨. Infrangible; tenacious.

୩: ଜିଗର୍ଦାର୍, ନାଛୋଡ଼ବନ୍ଦା — ୩. Tenacious; importunate; pertinacious.

ଲୁହା କୋଚଟ (୨: ୟ ଅର୍ଥ) କୁ କମାର କୋଚଟ (୩: ୟ ଅର୍ଥ)—ଢଗ

୪: (ସଂ. କଚ୍ଚର) ଅତି ମଳିନ ବା ମଇଳା — ୪. Very dirty.