କୋଟା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଟା
ଉଚ୍ଚାରଣ: Koṭā
কোটাই

ଦେ. ବି —

କେତେ ଧାନରୁ କେତେ ଚାଉଳ ବାହାରେ ଏହାର ହିସାବ କରିବାର ଗାଣିତିକ ବିଧି; କୁଟା —The arithmetical rule to deduce the quantity of rice fromm a given quantity of paddy.

ପ୍ରାଦେ. (ଗଞ୍ଜାମ) ସର୍ବନାମ. (ଅନାଦରାର୍ଥକ) —

କେଉଁଟା? — Which one?

কৌটা

ପ୍ରାଦେ (ସମ୍ବଲପୁର) ବି. (ସଂ. କଟ ଧାତୁ=ଆବରଣ କରିବା) —

ଡିବା; ଘୋଡ଼ଣା ଯୁକ୍ତ ଫରୁଆ — A small wooden case.