Jump to content

କୋଟିକେ ଗୋଟିଏ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଟିକେ ଗୋଟିଏ
ଉଚ୍ଚାରଣ: Koṭike goṭie

ଦେ. ବିଣ. —

ହୁସଂଖ୍ୟକ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ — One in many; one out of many.

ଭବସାଗରେ ଦେହ ଧରି କୋଟିକେ ଗୋଟିଏ ବା ତରି ଜଗନ୍ନାଥ. ଭାଗବତ