Jump to content

କୋଠି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଠି
ଉଚ୍ଚାରଣ: Koṭhi
কোঠি कोठी

ଦେ. ବି (ସଂ. କୋଷ୍ଠ; କୋଷ୍ଠୀ) —

୧: ଶସ୍ୟଗାର — ୧. Granary; store for grains.

ଭସାଇ ଗୋଶାଲା ଖଳା ମଞ୍ଚ ଧାନକୋଠି ରାଧାନାଥ. ମହାପାତ୍ର

୨: ପକ୍କାଘର —୨. Pucca buildings.

୩: କୋଠରି; ବଖରା — ୩. Room or compartment.

୪: ବଙ୍ଗଳା ଘର —୪. Thatched bungalow.

୫: ରାଜକୀୟ କର୍ମଚାରୀଙ୍କ ବାସସ୍ଥାନ — ୫. The residence of a public officer.

୬: କ୍ଷୁଦ୍ର କ୍ଷୁଦ୍ର ଆଗାର — ୬. Small compartments; cells.

୭: ଡାକ ବଙ୍ଗଳା —୭. Staging bungalow (be it roofed or thatched).

୮: ବାଣିଜ୍ୟ କୋଠି; ବଣିକର କାର୍ୟ୍ୟାଳୟ — ୮. An office of a merchant.

୯: ପଶା ଆଦି ଖେଳ ପାଲିର ଘର — ୯. Chess or dice-board.

୧: କ୍ଷୁଦ୍ର କ୍ଷୁଦ୍ର ଓ ଚିତ୍ରତ ଚତୁଷ୍କୋଣ କ୍ଷେତ୍ର — ୧୦. Small square figures drawn on a smooth surface.

ପ୍ରତି କୋଠିରେ କଳା ଚଉଷଠିରେ ପ୍ରତିମାମାନ ନିବାଡ଼ି ଭଞ୍ଜ. ଲାବଣ୍ୟବତୀ

୧୧: (ଚିତା ବା ମୁରୁଜରେ ଚିତ୍ରିତ କରିବା) ମଣ୍ଡଳା; ମୁଣ୍ତଳା — ୧୧. Figures drawn on the ground with paint or coloured powders.

୧୨: ମୁଣ୍ଡନ ବା ଖିଅର ହେବାଦ୍ବାରା ରଚିତ କେଶଭଙ୍ଗି ବା କଲୀ — ୧୨. Artistic figures and fringes made on the crown by shaving it.

୧୩: ସାହେବମାନଙ୍କ ରଖିବା ବଡ଼ଘର ବା ବାସଭବନ — ୧୩. Quarters for Europeans; European-quarters.

ଦେଇଅଛି କେତେ କୋଠି ଭଡ଼ା ଛାଡ଼ ରାଧାନାଥ. ଦରବାର

୧୪: ଭୂମିରେ ଅଙ୍କିତ ଘରା — ୧୪. Figures drawn on the ground.

ତୁମ୍ଭେ ମଶାଖେଳ ଯାଇଁ ହେ କୋଠି କାଟି କୃଷ୍ଣସିଂହ. ମହାଭାରତ. ବନ