କୋଡ଼ାଇବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଡ଼ାଇବା
ଉଚ୍ଚାରଣ: Koṟḍ̠āibā
কেদলান कोड़ाना

ଦେ. କ୍ରି —

୧: କୋଡ଼ିବାର ଣିଜନ୍ତ ରୂପ — ୧. The causative from of Koṟḍ̠ibā.

୨: ଯୋଖିବା —୨. To join to.

ବ୍ୟାଜ ସିନ୍ଦୁର ଟୀକା ଯେ ସୁନ୍ଦର ଦିଶଇ ମଦନ ରାଜନ ହୋଇ ହୃଷ୍ଟମନ ମାଣିଜ୍ୟ ଖିଲ କି କୋଡ଼ଇ ଭଞ୍ଜ. ସୁଭଦ୍ରାପରିଣୟ

୩: ବିନ୍ୟାସ କରିବା —୩. To arrange; to set.

ପ୍ରାଦେ. (ସିଂହଭୂମ) କ୍ରି —

ଖୋଳାଇବା —To cause to be dug.