କୋଥମିରି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଥମିରି
ଉଚ୍ଚାରଣ: Kothamiri
ধনিয়াশাক कोथेमीर

ପ୍ରାଦେ. (କଟକ; ଗଞ୍ଜାମ) ବି. (ତେ. କୋଥମିଲୁ; କୋଚମିର; ଢୁଳ ଧନିଆଁର ସଂସ୍କୃତ ନାମ କୁନଟୀ, ବିତୁନ୍ନକ) —

ଧନିଆଁ (ଶାକଗୁଳ୍ମ) — Coriander (plant)

[ଦ୍ର—କଞ୍ଚା ଧନିଆଁ ପତ୍ରକୁ କୋଥମିରି କହନ୍ତି ଓ ଏହି ପତ୍ରରେ ଖଟା ମିଶାଇ ବାଟିଲେ କୋଥମିରି ଚଟୁଣି ହୁଏ ଓ ଏ ପତ୍ରରେ ତିଅଣ ଓ ଆମ୍ବିଳ ବଘାରିଲେ ତାହା ସୁଗନ୍ଧଯୁକ୍ତ ହୁଏ]