କୋଦଣ୍ଡ ରାମା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଦଣ୍ଡ ରାମା
ଉଚ୍ଚାରଣ: Kodaṇḍarāmā

ପ୍ରାଦେ. (ଗଞ୍ଜାମ) ବି —

ଚାଟଶାଳୀରେ ଛାତ୍ରମାନଙ୍କୁ ଦିଆଯିବା ଦଣ୍ଡବିଶେଷ; ମଢୁ ଆଶାଙ୍କୁଳି — A kind of punishment inflicted on students in a village-school.