କୋବିଦ
ଦେଖଣା
କୋବିଦ —
ଉଚ୍ଚାରଣ: Kobida
ସଂ. ବି. ପୁଂ. (କୁ ଧାତୁ=ଶବ୍ଦ କରିବା+କର୍ତ୍ତୃ. କ୍ବିପ;— କୋ=ବେଦ; କୋ+ବିଦ୍ ଧାତୁ=ଜାଣିବା+କର୍ତ୍ତୃ. ଅ; ଯେ ବେଦ ଜାଣନ୍ତି) —
୧: ପଣ୍ଡିତ — ୧. Philosopher; learned man.
୨: ଜ୍ଞାନୀ ବ୍ୟକ୍ତି —୨. Wise man.
ସଂ. ବି —
୧: ନିପୁଣ —୧. Expert; skilled.
୨: ଦକ୍ଷ —୨. Dexterous; clever.
୩: ବିଜ୍ଞ; ଅନୁଭବୀ —୩. Experienced.
୪: ବିଦ୍ବାନ —୪. Learned.