କୋବିଦ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋବିଦ
ଉଚ୍ଚାରଣ: Kobida

ସଂ. ବି. ପୁଂ. (କୁ ଧାତୁ=ଶବ୍ଦ କରିବା+କର୍ତ୍ତୃ. କ୍ବିପ;— କୋ=ବେଦ; କୋ+ବିଦ୍ ଧାତୁ=ଜାଣିବା+କର୍ତ୍ତୃ. ଅ; ଯେ ବେଦ ଜାଣନ୍ତି) —

୧: ପଣ୍ଡିତ — ୧. Philosopher; learned man.

୨: ଜ୍ଞାନୀ ବ୍ୟକ୍ତି —୨. Wise man.

ସଂ. ବି —

୧: ନିପୁଣ —୧. Expert; skilled.

୨: ଦକ୍ଷ —୨. Dexterous; clever.

୩: ବିଜ୍ଞ; ଅନୁଭବୀ —୩. Experienced.

୪: ବିଦ୍ବାନ —୪. Learned.