କୋମଳବଳ୍କଳା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋମଳବଳ୍କଳା
ଉଚ୍ଚାରଣ: Komaḻabaḻkaḻā

ସଂ. ବି. (ବହୁବ୍ରୀହି; କୋମଳ+ବଳ୍କଳ+ସ୍ତ୍ରୀ. ଆ) —

ଲବଳୀ; ନଅରକୋଳି ଗଛ —A tree with acid berries Cicco Disticha.