କୋରକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋରକ
ଉଚ୍ଚାରଣ: Koraka

ସଂ. ବି. (କୁର ଧାତୁ=ଛେଦନ କରିବା+କର୍ତ୍ତୃ. ଅକ) —

୧: ଫୁଟି ନ ଥିବା ଫୁଲ; ମୁକୁଳ; କଢ଼ି — ୧. Unblown flower; bud.

୨: ମୃଣାଳ —୨. The stalk of lotus.

୩: ମୃଣାଳର ଅଂଶୁ — ୩. The fibres of the stalk of lotus.

୪: ଫୁଲର ଅଫୁଟା ଅବସ୍ଥା — ୪. The unblown state of a flower.

୫: କକ୍କୋଳ ବା କାଙ୍କୋଳା ନାମକ ଔଷଧଗୁଳ୍ମ — ୫. A medicinal plant.

୬: ସୁଗନ୍ଧବିଶେଷ; ଚୋରକ — ୬. A kind of perfume.