କୋରକ
ଦେଖଣା
କୋରକ —
ଉଚ୍ଚାରଣ: Koraka
ସଂ. ବି. (କୁର ଧାତୁ=ଛେଦନ କରିବା+କର୍ତ୍ତୃ. ଅକ) —
୧: ଫୁଟି ନ ଥିବା ଫୁଲ; ମୁକୁଳ; କଢ଼ି — ୧. Unblown flower; bud.
୨: ମୃଣାଳ —୨. The stalk of lotus.
୩: ମୃଣାଳର ଅଂଶୁ — ୩. The fibres of the stalk of lotus.
୪: ଫୁଲର ଅଫୁଟା ଅବସ୍ଥା — ୪. The unblown state of a flower.
୫: କକ୍କୋଳ ବା କାଙ୍କୋଳା ନାମକ ଔଷଧଗୁଳ୍ମ — ୫. A medicinal plant.
୬: ସୁଗନ୍ଧବିଶେଷ; ଚୋରକ — ୬. A kind of perfume.