କୋରଖ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋରଖ
ଉଚ୍ଚାରଣ: Korakha
ক্রোক कुर्क

ବୈଦେ. (ତୁର୍କୀ. କୁର୍କ) ବି. (କଚିରିଆ ଭାଷା) —

ରାଜକୀୟ ଆଦେଶରେ ବିକ୍ରି ହେବା ନିମନ୍ତେ ସମ୍ପତ୍ତି ଅଟକ ବା ଜବତ କରାଯିବା —Attachment of property under orders of a public anthority.