କୋରଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋରଳ
ଉଚ୍ଚାରଣ: Koraḻa

ପ୍ରାଦେ. (ଗଡ଼ଜାତ) ବି —

ଚାଷଜମିକୁ ସମତୁଲ କରିବା ପାଇଁ ବ୍ୟବହୃତ ହଳେ ପୋଢୁଅଙ୍କ ଦ୍ବାରା ଟଣା ଯିବା କଣ୍ଟି ଲାରିଥିବା ସମକେଣୀ ପଟା — Wedge-shaped ladder drawn by buffaloes for being drawn over ploughed fields to make them level.