କୋରା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋରା
ଉଚ୍ଚାରଣ: Korā

ଦେ. ବି. (ସଂ. କୃତ୍ ଧାତୁ) —

୧: କୋରଣା ଦ୍ବାରା ଢଞ୍ଚା ହୋଇ ବାହାର କରା ଯାଇଥିବା ନଡ଼ିଆ ଆଦିର ଶସର କ୍ଷୁଦ୍ରକ୍ଷୁଦ୍ର ଅଂଶ — ୧. Small scrapings or shavings of the kernels of cocoanut and other soft fruits.

୨: ଗୁଡ଼ ବା ଚିନିରେ ପାଗ ହୋଇ ନଡ଼ିଆକୋରାରେ ପ୍ରସ୍ତୁତ ମିଷ୍ଟାନ୍ନ — ୨. Sweetmeat prepared with cocoanut-shavings boiled with sugar.

ପ୍ରାଦେ. (ଗଡ଼ଜାତ) ବି —

ବିଆଳି ଧାନ — Early paddy.

কোরা कीरा

(ଧୁଲେଇ—ବିପରୀତ)

ଦେ. ବିଣ —

୧: କୋରା ହୋଇଥିବା —୧. Scraped.

୨: କୋରା ହେବାର ଯୋଗ୍ୟ — ୨. Fit to be scraped.

୩: ନୂଆ (ଲୁଗା); ବୁଣା ହେବା ପରେ ଧୁଲେଇ କରା— ଯାଇ ନଥିବା (ଲୁଗା) —୩. Unbleached (cloth); new (cloth)