କୋରାମୁଣ୍ତା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋରାମୁଣ୍ତା
ଉଚ୍ଚାରଣ: Korāmuṇḍā

ପ୍ରାଦେ. (ଗଡ଼ଜାତ) ବି —

ଗୋଟାକାଠକୁ ଫାଳଫାଳ କରି ଚିରିବାପାଇଁ ବ୍ୟବହୃତ ବଡ଼ ଠେକା ବା ମୁଗୁର — A big wooden hammer used in splitting up a log of wood.