କୋଳାକୋଳି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଳାକୋଳି
ଉଚ୍ଚାରଣ: Koḻākoḻi
কলাকুলি

ଦେ. ବି—(ସଂ. କ୍ରୋଡ଼) —

ପରସ୍ପର ଆଲିଙ୍ଗନ — Mutual embrace.

ଦେ. ବିଣ. —

ପରସ୍ପର ଆଲିଙ୍ଗିତ ହୋଇଥିବା — Locked in each other's embrace.

ବାନ୍ଧ ଗଙ୍ଗା ଛବି ଲଭେ କୋଳାକୋଳି ହୋଇ ଭଞ୍ଜ. ବୈଦେହୀଶବିଳାସ