Jump to content

କୋଶ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଶ(ଇତ୍ୟାଦି) —
ଉଚ୍ଚାରଣ: Koṡa (etc)

ସଂ. ବି —

କୋଷ ଇତ୍ୟାଦି (ଦେଖ) Kosha etc (See)

ଦେ. ବି. (ସଂ. କ୍ରୋଶ) —

ଆଠ ହଜାର ହାତ ପରିମାଣ — A distance of ୮୦୦୦ cubits.

[ଦ୍ର—ଆଜିକାଲି ସାଧାରଣତଃ ଇଂରାଜି ଦୁଇ ମାଇଲ୍‌ରେ ଏକ କୋଶ ବୋଲି ଧରାଯାଏ ଇଂରାଜି ଦୁଇ ମାଇଲ୍=୧୭୬: ରାଜx୨x୨=୭୪: ହାତ ତେଣୁ ଏକକୋଶକୁ ପ୍ରାୟ ଦୁଇ ମାଇଲ୍ କହିବା ସଙ୍ଗତ ଆଗେ ଏ ଦେଶରେ ରାଜଗାଣ୍ଡ ପାର୍ଶ୍ବରେ ଦୂରତ୍ବଜ୍ଞାପକ କୈଣସି ଚିହ୍ନ ନ ଥିଲା, ପଥିକମାନେ ଗୋଟିଏ ଗଛର ଡାଳ ଭଙ୍ଗି ହାତରେ ଧରି ବାଟ ଚାଲୁଥିଲେ, ଯେଉଁଠାରେ ସେ ଡାଳର ପତ୍ର ଝାଉଁଳି ପଡ଼ୁଥିଲା, ସେଠାରେ ଏକ କୋଶ ହେଲା ବୋଲି ଜଣା ୟାଉଥିଲା, ଏହିଭଳି କୋଶକୁ 'ଡାଳଭଙ୍ଗା' କୋଶ କହନ୍ତି ଡାଳଭଙ୍ଗା କୋଶକୁ ପ୍ରାୟ ଇଂରାଜି ତିନି ମାଇଲ୍]