କୋଷାକୁଷୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଷାକୁଷୀ
ଉଚ୍ଚାରଣ: Koshākushī

ପ୍ରାଦେ. (ମେଦିନୀପୁର) ବି. (ସଂ. କୋଷ; ବଙ୍ଗଳାକରୁ ଅନୁକୃତ) —

ପୂଜା ତର୍ପଣାଦିରେ ଜଳ ଢାଳିବା ନିମିତ୍ତ ତମ୍ବାନିର୍ମିତ ନାବାକାର ପାତ୍ର; ପାତ୍ରୀ — A boat-shaped water-vessel made of copper for offering oblations to the manes or deities.