କୋଷାକୁଷୀ
ଦେଖଣା
କୋଷାକୁଷୀ —
ଉଚ୍ଚାରଣ: Koshākushī
ପ୍ରାଦେ. (ମେଦିନୀପୁର) ବି. (ସଂ. କୋଷ; ବଙ୍ଗଳାକରୁ ଅନୁକୃତ) —
ପୂଜା ତର୍ପଣାଦିରେ ଜଳ ଢାଳିବା ନିମିତ୍ତ ତମ୍ବାନିର୍ମିତ ନାବାକାର ପାତ୍ର; ପାତ୍ରୀ — A boat-shaped water-vessel made of copper for offering oblations to the manes or deities.