କୋଷାତକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଷାତକ
ଉଚ୍ଚାରଣ: Koshātaka

ସଂ. ବି. (କୋଷ+ଅତ୍ ଧାତୁ=ଗମନ କରିବା+ କର୍ତ୍ତ. ଅକ) —

୧: ଜହ୍ନି ଫଳ ଓ ଲତା — ୧. Luffa Acutangula (fruit and creeper).

୨: କେଶ; ବାଳ —୨. Hair.