କୋହ୍ଲ
କୋହ୍ଲ —
ଉଚ୍ଚାରଣ: Kohla
ଦେ. ବି. (ସଂ. କୋଳ) —
ଛୋଟନାଗପୁର ଓ ମଧ୍ୟଭାରତରେ ବାସ କରୁଥିବା ଅନାର୍ୟ୍ୟ ଜାତିବିଶେଷ —The Kols; a Non-aryan tribe of Central India.