କୋୟଷ୍ଟିକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଯଷ୍ଟିକ
ଉଚ୍ଚାରଣ: Koj̄ashṭika

ସଂ. ବି. (କ=ଜଳ+ଯଷ୍ଟି+କ) —

ତିତ୍ତିର ପକ୍ଷୀ; ଟିଟ୍ଟିଭ; ଟିଁଟିଆଁ ଚଢ଼େଇ; ଟେଁଟେଁୟାଁ ଚଢ଼େଇ — The lapwing (bird); partridge.

[ଦ୍ର—ଏପକ୍ଷୀ ଜଲମୟ ସ୍ଥାନରେ ଧାଡ଼ି ଦାଡ଼ିହୋଇ ବସିବାର ଦେଖାଯାଏ—ଏହା ଦୁଇ ପ୍ରକାର ପାଉଁଶିଆ ଓ କଳା; ଏ ଟିଁଟିଁ ରାବ କରେ; ତୁଳ. ଇଂ. ପୀବିଟ୍; Gray and black partridge.]