କୌଟିଲ୍ଯ
ଦେଖଣା
କୌଟିଲ୍ୟ —
ଉଚ୍ଚାରଣ: K&aline;&uline;ṭilya
ସଂ. ବି. (କୁଟିଳ+ଭାବ. ୟ) —
୧: କୁଟିଳତା —୧. Crookedness.
୨: କ୍ରୁରତା —୨. Cruelty.
୩: ଅସରଳତା — Want of frankness insincerity.
ସଂ. ବି (ନାମ) —
ଅର୍ଥଶାସ୍ତ୍ର ପ୍ରଣେତା ଚାଣକ୍ୟ ବ୍ରାହ୍ମଣ — A name of Chāṇakya;, the author of the Arthaṡāstra (Economics).
[ଦ୍ର—ଏହାଙ୍କ କ୍ରେଧାନଳରେ ନନ୍ଦ ରାଜବଂଶ ଧ୍ଵଂସପ୍ରାପ୍ତ ହେଇ ଥିଲା ଏବଂ ଏହାଙ୍କ ଚକ୍ରାନ୍ତରେ ଦାସୀପୁତ୍ର ଚନ୍ଦ୍ରଗୁପ୍ତ ନନ୍ଦ ସିଂହାସନରେ ଅଧିରୁଢ଼ ହେଇଥିଲେ କୁଟିଳତାର ମୂଳ ବୋଲି ଲୋକରେ ଏ 'କୋଟିଲ୍ୟ' ନାମରେ ପରିଚିତ]