କୌଟିଲ୍ଯ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୌଟିଲ୍ୟ
ଉଚ୍ଚାରଣ: K&aline;&uline;ṭilya

ସଂ. ବି. (କୁଟିଳ+ଭାବ. ୟ) —

୧: କୁଟିଳତା —୧. Crookedness.

୨: କ୍ରୁରତା —୨. Cruelty.

୩: ଅସରଳତା — Want of frankness insincerity.

ସଂ. ବି (ନାମ) —

ଅର୍ଥଶାସ୍ତ୍ର ପ୍ରଣେତା ଚାଣକ୍ୟ ବ୍ରାହ୍ମଣ — A name of Chāṇakya;, the author of the Arthaṡāstra (Economics).

[ଦ୍ର—ଏହାଙ୍କ କ୍ରେଧାନଳରେ ନନ୍ଦ ରାଜବଂଶ ଧ୍ଵଂସପ୍ରାପ୍ତ ହେଇ ଥିଲା ଏବଂ ଏହାଙ୍କ ଚକ୍ରାନ୍ତରେ ଦାସୀପୁତ୍ର ଚନ୍ଦ୍ରଗୁପ୍ତ ନନ୍ଦ ସିଂହାସନରେ ଅଧିରୁଢ଼ ହେଇଥିଲେ କୁଟିଳତାର ମୂଳ ବୋଲି ଲୋକରେ ଏ 'କୋଟିଲ୍ୟ' ନାମରେ ପରିଚିତ]