କୌତୁକ ଗୃହ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୌତୁକ ଗୃହ
ଉଚ୍ଚାରଣ: K&aline;&uline;tukagṛuha

ସଂ. ବି. —

୧: ଯେଉଁ ଘରେ ମଉଜ ମଜଲିସ୍ କରାଯାଏ — ୧. Pleasure-house.

୨: ଯେଉଁ କୋଠରିରେ ବିବାହ କର୍ମ ନିଷ୍ପନ୍ନ ହୁଏ — ୨. A room where a marriage ceremony takes place (M.W.)