କୌଶଳ
ଦେଖଣା
କୌଶଳ —
ଉଚ୍ଚାରଣ: K&aline;&uline;ṡaḻa
ସଂ. ବି. (କୁଶଳ=ଅ) —
୧: ମଙ୍ଗଳ — ୧. Wellbeing; welfare.
୨: ସମ୍ପଦ —୨. Prosperity.
୩: ନୈପୁଣ୍ୟ; ଦକ୍ଷତା —୩. Skill; art.
୪: ଚାତୁରୀ —୪. Cleverness; tact.
୫: ସୁଖ —୫. Happiness.
୬: କାର୍ୟ୍ୟସାଧାନର ଉପାୟ; ଫନ୍ଦି — ୬. Means; expedients.
୭: କୋଶଳ ଦେଶ — ୭. The country of Koṡaḻa.
୮: ସୌଭାଗ୍ୟ —୮. Good fortune.