କ୍ରମାନ୍ୱୟରେ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ରମାନ୍ବୟରେ
ଉଚ୍ଚାରଣ: Kramānwayare

ଦେ. କ୍ରି. ବିଣ —

ନିୟମିତରୂପେ; ପର୍ୟ୍ୟାୟକ୍ରମେ; ଗୋଟିକ ପରେ ଗୋଟିଏ — In serial order.