କ୍ରୀଡ଼ାକ୍ରମ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ରୀଡ଼ାକ୍ରମ
ଉଚ୍ଚାରଣ: Krīṟḍ̠ākrama

ସଂ. ବି. (୬: ଷ୍ଠୀ ତତ୍; କ୍ରୀଡ଼ା+କ୍ରମ) —

ପରମ୍ପରାକ୍ରମେ କ୍ରୀଡ଼ାର ଭିନ୍ନ ଭିନ୍ନ ଅଙ୍ଗ; କେଉଁ ଖେଳ ପରେ କେଉଁ ଖେଳ ହେବ ତାହାର ପଦ୍ଧତ୍ତି —A programme of sports; a series of sports; different successive stages in a series of sports.