କ୍ରୋଧ
ଦେଖଣା
କ୍ରୋଧ —
ଉଚ୍ଚାରଣ: Krodha
ସଂ. ବି. (କ୍ରୁଧ ଧାତୁ=ରାଗ ହେବା+ଭାବ.ଅ) —
୧: ରୋଷ; କୋପ; ରାଗ — ୧. Anger; rage; wrath; evil temper.
ଗର୍ଭରୁ ଚ୍ଯୁତ ହେଲେ ଅତି କ୍ରୋଧ ବହି କୃଷ୍ନସିଂହ. ମହାଭାରତ. ଆଦି
୨: ଦ୍ବେଷ —୨. Malice; envy.
୩: ରାଗ ବା ଦୁଃଖ ହେତୁରୁ ମନରେ ଜାତ ହେବା ବିଶେଷ ଚାଞ୍ଚଲ୍ୟ — ୩. Passion; fit of rage or anger.
୪: (ଅଳଙ୍କାର) ରୌଦ୍ର ରସ ଉଦ୍ଦ୍ରେକକାରୀ ମନୋଭାବ — ୪. (rhetoric) The felling which gives rise to the R&aline;&uline;dra (or Fierce) seniment.
ଦେ. ବିଣ —
୧: କ୍ରୁଦ୍ଧ —୧. Angry.
୨: ଶୋକାନ୍ବିତ —୨. Grieved.
ଦେ. ବି —
୧: କୋହ; ପ୍ରକାଶିତ ବିରକ୍ତି — ୧. Extreme grief which is given outward expression.
୨: ଶୋକର ଆବେଗ — ୨. Fit or paroxysm of grief.
କ୍ରୋଧ କରି ସତ୍ୟବତୀ କହନ୍ତି ବ୍ୟାସଙ୍କୁ ପୁଣି ବିଜେ କର ଅମ୍ବାଳିକା ଭବନକୁ ସାରଳା. ମହାଭାରତ. ବନ