କ୍ରୟଭୋଗ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ରୟଭୋଗ
ଉଚ୍ଚାରଣ: Krayabhoga

ଦେ. ବି. (କଚିରିଆ ଭାଷା) —

ସମ୍ପତ୍ତି ଖରିଦ କରିଥିବା ହେତୁ ଭୋଗକରଣ — Enjoyment of property by virtue of having purchased it from the vender.

[ଦ୍ର—ଏ ଶବ୍ଦ କବାଲାରେ ବ୍ୟବହୃତ ହୁଏ. ଯଥା—ଏ ସମ୍ପତ୍ତିରେ ତୁମ୍ଭେ ମୁସ୍ତରୀ କ୍ରୟଭୋଗେ ଦଖଲକାର ହେବ]