କ୍ରୟଭୋଗେ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ରୟଭୋଗେ
ଉଚ୍ଚାରଣ: Krayabhoge

ଦେ. ଅ. (କଚିରିଆ ଭାଷା) —

କବାଲାରେ ବାୟା (ବିକ୍ରେତା) ମୁସ୍ତରି (କ୍ରେତା)ଙ୍କୁ ଲେଖିଦିଏ ଯେ ଆପଣ ବିକ୍ରୟ ସମ୍ପତ୍ତିକୁ 'କ୍ରୟଭୋଗେ' ଦାଖଲ କରିବେ ଅର୍ଥାତ୍ 'କିଣିବା ହେତୁ ଭୋଗ କରିବା ଦ୍ବାରା' ଦାଖଲ କରିବେ —A term used in sale-deeds of lands-'By enjoying the property by virtue of purchase'.