କ୍ଷଣବିଧ୍ବଂସୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷଣବିଧ୍ଵଂସୀ
ଉଚ୍ଚାରଣ: Kshaṇabidhwaṁsī
(କ୍ଷଣଧ୍ଵଂସିନୀ—ସ୍ତ୍ରୀ)

ସଂ. ବିଣ. ପୁଂ(କ୍ଷଣ+ବିଧ୍ଵଂସିନ୍;୧: ମା.୧: ବ.) —

କ୍ଷଣଭଙ୍ଗୁର (ଦେଖ) Kshaṇabhaṅgura (See)