କ୍ଷତଯୋନି
ଦେଖଣା
କ୍ଷତଯୋନି —
ଉଚ୍ଚାରଣ: Kshatajoni
(ଅକ୍ଷତଯୋନି—ବିପରୀତ)
ସଂ. ବିଣ. ସ୍ତ୍ରୀ —
(ବହୁବ୍ରୀହ) ଯେଉଁ ସ୍ତ୍ରୀ ପୁରୁଷସହବାସ କରିଅଛି — (a woman) Who is no longer a virgin; (a woman) Who has had sexual intercourse.
୨: ବଳପୂର୍ବକ ସଙ୍ଗମ କରାଯାଇଥିବା (ସ୍ତ୍ରୀ) — ୨. Violated (woman); ravished (woman).