କ୍ଷତିପୂରଣ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷତିପୂରଣ
ଉଚ୍ଚାରଣ: Kshatipūraṅa

ସଂ. ବି(୬: ଷ୍ଠୀ ତତ୍; କ୍ଷତି+ପୂରଣ) —

୧: କୌଣସି ବ୍ୟକ୍ତିଦ୍ବାରା ହୋଇଥିବା ଅନ୍ୟ ବ୍ୟକ୍ତିର କ୍ଷତିର ପରିକଳ୍ପିତ ମୂଲ୍ୟ ପ୍ରଥମ ବ୍ୟକ୍ତି ଦ୍ବାରା ପ୍ରଦାନ —୧. Payment of damages.

୨: ଲୋକ୍ସାନ୍ ଭରିଣା କରିବା — ୨. Restoration of the loss commited by another.