କ୍ଷତ୍ତ୍ର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷତ୍ତ୍ର
ଉଚ୍ଚାରଣ: Kshattra
(କ୍ଷତ୍ରୀ—ସ୍ତ୍ରୀ)

ସଂ. ବି. ପୁଂ.—(କ୍ଷତ+କୌ ଧାତୁ+ଅ; ଯେ କ୍ଷତରୁ ବା ଆପଦରୁ ତ୍ରାଣ କରାଏ) —

୧: କ୍ଷତ୍ରିୟ ଜାତି — ୧. A Kshatriya or warrior by caste.

୨: ଶରୀର —୨. Body.

୩: ପରାକ୍ରମ; ବଳ; ଶକ୍ତି; କ୍ଷମତା — Power; dominion; might.

୪: ଶାସନତନ୍ତ୍ର; ଶାସକ କର୍ତ୍ତୃପକ୍ଷ — Government; governing body.

୫: ଧନ —୫. Wealth.

୬: ଜଳ —୬. Water.