କ୍ଷପା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷପା
ଉଚ୍ଚାରଣ: Kshapā

ସଂ. ବି. (କ୍ଷପ ଧାତୁ+କର୍ମ ଅ+ଆ) —

୧: ରାତ୍ରୀ — ୧. Night.

୨: ହଳଦୀ —୨. Turmeric.

୩: ଦିବାରାତ୍ରି ବ୍ୟାପୀ ୨୪: ଘଣ୍ଟା — ୩. A period of ୨୪ hours comprising a day and night (M.W.)