କ୍ଷବିକା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷବିକା
ଉଚ୍ଚାରଣ: Kshabikā

ସଂ. ବି. (କ୍ଷବକ+ଅ) —

୧: ଧାନ୍ୟ ବିଶେଷ — ୧. A kind of paddy.

୨: ନାରୀ; ସ୍ତ୍ରୀଲୋକ —୨. A woman.

୩: କଣ୍ଟକୀ ଗୁଳ୍ମ ବିଶେଷ — ୩. A kind of Solanum (plant).