କ୍ଷମାପ୍ରାର୍ଥନା

ଉଇକିଅଭିଧାନ ରୁ
Jump to navigation Jump to search

ଶବ୍ଦାର୍ଥ:

କ୍ଷମାପ୍ରାର୍ଥନା
ଉଚ୍ଚାରଣ: Kshamāprārtkanā

ସଂ. ବି. (୪: ର୍ଥୀ ବା ୬: ଷ୍ଠୀ ତତ୍; କ୍ଷମା+ପ୍ରାର୍ଥନା) —

ଅପରାଧ ସ୍ବିକାର ପୂର୍ବକ ଅପରାଦ୍ଧ ବ୍ୟକ୍ତିଙ୍କ ନିକଟରେ ଅପରାଧ ମାର୍ଜନା ନିମନ୍ତେନିବେଦନ — Prayer for pardon.