କ୍ଷମା—ମଣ୍ତଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷମା—ମଣ୍ତଳ
ଉଚ୍ଚାରଣ: Kshamā-manḍaḻ

ସଂ. ବି(୬: ଷ୍ଠୀ ତତ୍; କ୍ଷମା+ମଳ) —

ପୃଥିବୀ; ଭୂମମଣ୍ତଳ — The earth.

କେବଳ ଖଳ ହଳ ଅନଲ, ସନ୍ତାପକୁ ଏ କ୍ଷମାମଣ୍ଡଳ ମଣ୍ଡନମାନଙ୍କରେ ଏ ଘେନି ନୁହନ୍ତି ହିତ ଯେ ଦୀନକୃଷ୍ଣ. ରସକଲ୍ଲୋଳ