କ୍ଷମୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷମୀ
ଉଚ୍ଚାରଣ: Kshamī
(କ୍ଷମିନୀ—ସ୍ତ୍ରୀ)

ସଂ. ବିଣ. ପୁଂ(କ୍ଷମା+ଇନ୍.୧: ମା.୧: ବ.) —

୧: କ୍ଷମାଶୀଳ — ୧. Forgiving.

୨: ସହିଷ୍ଣୁ —୨. Patidnt.

୩: ଯୋଗ୍ୟ; କର୍ମଠ —୩. Capable.