କ୍ଷଯଂକର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷୟଂକର
ଉଚ୍ଚାରଣ: Kshayaṁkara
(କ୍ଷୟଂକରୀ—ସ୍ତ୍ରୀ)

ସଂ. ବିଣ (କ୍ଷୟଂ+କୃ ଧାତୁ+ କର୍ତ୍ତୃ. ଅ) —

୧: ୟାହା କ୍ଷୟ ଘଟାଏ —୧. Wasting; decreasing.

୨: ବିନାଶକ —୨. Destroying.