କ୍ଷଯପକ୍ଷ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷୟପକ୍ଷ
ଉଚ୍ଚାରଣ: Kshayapaksha

ସଂ. ବି. (ମଧ୍ୟପଦଲୋପୀ; କ୍ଷୟଯୁକ୍ତ ପକ୍ଷ) —

ଚନ୍ଦ୍ରଙ୍କ କଳା ହ୍ରାସ ହେବାର ପକ୍ଷ; କୃଷ୍ଣପକ୍ଷ —The dark fortnight of the month when the moon is on the wane.