କ୍ଷଯବାଯୁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷୟବାଯୁ
ଉଚ୍ଚାରଣ: Kshayabāyu

ସଂ. ବି. (ମଧ୍ୟପଦଲୋପୀ; କ୍ଷୟକାରୀ ବାଯୁ) —

ପ୍ରଳୟ କାଳରେ ବହିବା ସର୍ବନାଶୀ ପବନ —The destructive wind blowing during the Universal destruction.