କ୍ଷରିତ
ଦେଖଣା
କ୍ଷରିତ —
ଉଚ୍ଚାରଣ: Ksharita
ସଂ. ବିଣ (କ୍ଷର ଧାତୁ +କର୍ତ୍ତୃ. ଇତ) —
୧: ସ୍ରବିତ; ବୋହୁଥିବା —୧. Flowing.
୨: ତରଳି ଯାଇଥିବା — ୨. Molten; liquefied.
୩: ଟୋପା ଟୋପା ହୋଇ ପଡ଼ୁଥିବା; ଝରୁଥିବା — ୩. Oozing out; leaking; trickling; dropping.
୪: ନିଃସ୍ୟନ୍ଦିତ —୪. Distilled.