କ୍ଷାତ୍ତ୍ର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷାତ୍ତ୍ର
ଉଚ୍ଚାରଣ: Kshāttra

ସଂ. ବିଣ. (କ୍ଷତ୍ର+ସମ୍ବନ୍ଧାର୍ଥେ, ଅ) —

କ୍ଷତ୍ରିୟ ସମ୍ବନ୍ଧୀୟ — Pertaining to Kshatriya.

ସଂ. ବି —

କ୍ଷତ୍ରିୟ ଧର୍ମ —The duties of a Kshatriya.