କ୍ଷାନ୍ତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷାନ୍ତ
ଉଚ୍ଚାରଣ: Kshānta
(କ୍ଷାନ୍ତା—ସ୍ତ୍ରୀ)

ସଂ. ବିଣ. ପୁଂ. (କ୍ଷମ ଧାତୁ=ସହିବା+ତ) —

୧: (+କର୍ତ୍ତୃ. ତ) ନିବୃତ୍ତ — ୧. Having desisted or ceased from; discontinued.

୨: (+କର୍ମ. ତ) କ୍ଷମାପ୍ରାପ୍ତ — ୨. Forgiven; pardoned.

୩: (+କର୍ତ୍ତୃ. ତ) କ୍ଷମାଶୀଳ; ଧୈର୍ୟ୍ୟଶୀଳ — ୩. Patient; forgiving.

୪: (+କର୍ତ୍ତୃ. ତ) ସହନଶୀଳ; ସହିଷ୍ଣୁ — ୪. Forbearing.

୫: (+କର୍ମ. ତ) ସହ୍ୟ କରାଯାଇ ଥିବା — ୫. Borne; endured.

ସଂ. ବି. ପୁଂ —

ଶିବଙ୍କ ନାମ —A name of Ṡiba.