କ୍ଷିରପୁଳି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷିରପୁଳି
ଉଚ୍ଚାରଣ: Kshirapuḻi
ক্ষীরপুলি

ଦେ. ବି —

୧: ଏକ ଜାତୀୟ ପିଠା (ଏଥିରେ ରାବିଡ଼ି ପୂର ଦିଆ ଯାଇଥାଏ) — ୧. A cake which is sandwiched with condensed milk.

୨: କ୍ଷିରିପୁଳି (ଦେଖ) —୨. Kshiripuḻi (See)