କ୍ଷିରସିଝୁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷିରସିଝୁ
ଉଚ୍ଚାରଣ: Kshirasijhu
লক্কাসিজ धेड़सिज

ଦେ. ବି. —

ସିଝୁଜାତୀୟ ଛୋଟ ଗଛ — Euphorbia Tirucalli (tree).

[ଦ୍ର—ଏ ଗଛ ଉଚ୍ଚରେ ଦଶ ବାର ହାତ ବଢ଼େ ଏହାର ପତ୍ର ଅତିଶୟ ଛୋଟ ଡ଼ାଳଗୁଡ଼ିକ ଆଙ୍ଗୁଠି ପରି ଗୋଲ ଏଥିରେ ଆଦୌ କଣ୍ଟା ନାହିଁ, ଏହା ବାଡ଼ରେ ଉଠେ ଏହାକୁ କେହି କେହି ଖଡ଼ିସିଝ ବା ଲଙ୍କାସିଝ କହନ୍ତି ଏହାର ଡ଼ାଳ ଆଣି, ଉଷୁମ କରି ଚିପୁଡ଼ି ସେ ରସରେ ପୋଡ଼ାମାଟି ଘୋରି ଗୋଲପାଟିଧରାରେ ଲେପ ଦିଅନ୍ତି କଞ୍ଚା ପବ ଭାଙ୍ଗି ଦେଲେ ତହିଁରୁ ଦୁଧ ପରି ରସ ବାହାରେ ]