କ୍ଷିରି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷିରି
ଉଚ୍ଚାରଣ: Kshiri

ଦେ. ବି. —

(ସଂ. କ୍ଷୀର)—ଦୁଧରେ ଚାଉଳ ଓ କନ୍ଦ ଦିଆଯାଇ ତିଆରି କରାଯାଇଥିବା ପାୟସ —A gruel made of rice boiled with milk and sweetened.