କ୍ଷିରିଖେଚାଡ଼ି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷିରିଖେଚାଡ଼ି
ଉଚ୍ଚାରଣ: Kshirikhechāṟḍ̠i

ଦେ. ବି. (ସହଚର; ସଂ. କ୍ଷୀର+କୃଶରା) —

ଖିରି ଓ ଖେଚେଡ଼ି —Milk-gruel and spiced yellow rice offered to Deities and guests.

[ଦ୍ର—ଦେବତାଙ୍କଠାରେ ଦୁଧରେ ଚାଉଳ ମିଶାଇ କ୍ଷିରି ଓ ଚାଉଳ ଓ ମୁଗରେ ହଳଦୀ, ଘିଅ, ନଡ଼ିଆ, ମସଲା ଓ କିସମିସ୍ ଦେଇ ସିଝାଇ ଖେଚେଡ଼ି ତିଆରି ହୋଇ ଭୋଗ ଲାଗେ ]